ରେଖା ଗୁପ୍ତା ଦିଲ୍ଲୀର ମେୟର ପ୍ରାର୍ଥୀ : ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି) ମଙ୍ଗଳବାର ଦିଲ୍ଲୀର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ବିଜେପି ଦିଲ୍ଲୀର ମେୟର ପ୍ରାର୍ଥୀ ଭାବେ ରେଖା ଗୁପ୍ତାଙ୍କ ନାମ ଘୋଷଣା କରିଛି। ସେ ପୂର୍ବରୁ ସାଲିମାର୍‌ ବାଗ୍‌ରେ ୩ ଥର କାଉନ୍‌ସିଲର୍‌ ହୋଇ ସାରିଥିବା‌ ବେଳେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ଦଳ ତାଙ୍କୁ ଚୟନ କରିଛି। ବିଜେପି ରେଖା ଗୁପ୍ତାଙ୍କୁ ମେୟର ପ୍ରାର୍ଥୀ ଭାବେ ଚୟନ କରିଥିବା ବେଳେ ଦ୍ବାରକା କାଉନ୍‌ସିଲର୍‌ … Continue reading ରେଖା ଗୁପ୍ତା ଦିଲ୍ଲୀର ମେୟର ପ୍ରାର୍ଥୀ : ବିଜେପି